Chicken Dum Biryani

Spread the love

Chicken Dum Biriyani (ଚିକେନ ଦମ ବିରିୟାନୀ)

  • 1 kg Chicken (12 pieces)
  • 7-8 Number Onion (ପିଆଜ)
  • 10-12 Number Cashews (କାଜୁ)
  • 1 cup Cup Curd ( ଦହି)
  • 2 tbsp Garlic Paste ( ରସୁଣ ପେଷ୍ଟ)
  • 500 gm Basmati Rice (ବସୁମତୀ ଚାଉଳ)
  • 3-4 tbsp Mustard Oil (ସୋରିଷ ତେଲ)
  • 6-7 number Cloves (ଲବଙ୍ଗ)
  • 2 number Cinnamon (ଡାଲଚିନି)
  • 4 number Cardamoms (ଗୁଜରାତି)
  • 3-4 number Bay Leaves ( ତେଜ ପତ୍ର)
  • 1/4 tbsp Cumin (ଜିରା)
  • 4 number Tomato (ଟମାଟୋ)
  • 1 tbsp Coriander powder ( ଧନିଆ ଗୁଣ୍ଡ)
  • 1 tbsp Red Chilly Powder ( ଲଙ୍କା ଗୁଣ୍ଡ)
  • 1 tbsp Turmeric Powder (ହଳଦୀ ଗୁଣ୍ଡ)
  • 2-3 number Green Chilly ( କଞ୍ଚା ଲଙ୍କା)
  • 1 tbsp Ginger (ଅଦା)
  • 1 tbsp Garlic ( ରସୁଣ)
  • Saffron (କେଶର)
  • 3-4 tbsp Desi ghee (ଦେଶୀ ଘିଅ)
  • 2 cup Coriander (ଧନିଆ ପତ୍ର)
  • 1 cup Cup Mint Leaves ( ପୋଦିନା ପତ୍ର)
  • Salt to Taste (ସ୍ୱାଦ ଅନୁସାରେ ଲୁଣ)
  1. ଚିଚକେନ ରେ 1 କପ ଦହି, 2 ଚାମଚ ରସୁଣ ବଟା ଆଉ ଅଳ୍ପ ଲୁଣ ଦେଇ Marinate କରନ୍ତୁ

  2. ପିଆଜ କୁ ସରୁ ପତଳା କରି କାଟନ୍ତୁ

  3. ଗରମ କଢ଼େଇରେ ତେଲ ଗରମ କରି, ମଧ୍ୟମ flame ରେ ପିଆଜ କୁ ଫ୍ରାଏ କରନ୍ତୁ ( Cripsy Fry). ପିଆଜ ଫ୍ରାଏ କୁ ଅଲଗା ରଖନ୍ତୁ

  4. ଗୋଟେ ବଡ ଜାଗାରେ ପାଣି ଗରମ କରନ୍ତୁ, ୧ଖଣ୍ଡ ଡାଲଚିନି, ୩-୪ଟା ଗୁଜୁରାତି, ୧/୪ ଚାମଚ ଜୀରା ଓ ଲୁଣ ଗରମ ପାଣିରେ ପକାନ୍ତୁ. କିଛି ସମୟ ପରେ ବାସମତି ଚାଉଳ ପାଣିରେ ମିଶାନ୍ତୁ

  5. High flame ରେ ଚାଉଳ କୁ ସିଝିବାକୁ ଦିଅନ୍ତୁ, ମଝିରେ ମଝିରେ ଚେକ କରନ୍ତୁ, 1/3 ସିଝିଲା ପରେ, ଚାଉଳରୁ ପାଣି ବାହାର କରି ଅଲଗା ରଖନ୍ତୁ (Dry the water from rice)

  6. କଢେଇ ରେ ତେଲ ଗରମ କରନ୍ତୁ, ତେଜ ପତ୍ର, ଲବଙ୍ଗ, ଡାଲଚିନି, ଅଳେଇଚ ଭାଜି ଦିଅନ୍ତୁ, ଅଦା, ରସୁଣ, କଞ୍ଚା ଲଙ୍କା ଦେଇ ଭାଜନ୍ତୁ

  7. Marinate ଚିକେନ କୁ ଟମାଟୋ ଓ 1/3rd ଭଜା ପିଆଜ ଦେଇ ରାନ୍ଧନ୍ତୁ. ଚିକେନ କୁ ପୁରା ଶୁଖିଲା ରାନ୍ଧନ୍ତୁ. ପୁରା ସିଝିନ୍ତୁ ନାହିଁ, 1/3rd ସିଝିଲା ପରେ କାଢି ଦିଅନ୍ତୁ

  8. Saffron (କେଶର) କୁ 1/2 କପ ପାଣିରେ ଭିଜେଇ ରଖନ୍ତୁ ଓ କାଜୁ କୁ ଘିଅ ରେ ଭାଜି ରଖନ୍ତୁ.

  9. ହାଣ୍ଡି ଗରମ କରନ୍ତୁ, ଘିଅ କୁ ହାଣ୍ଡିରେ ସବୁଆଡେ ଗୋଳେଇ ଦିଅନ୍ତୁ ଏଥିରେ ପ୍ରଥମ ପରସ୍ତ 1/2 ଚିକେନ ଦିଅନ୍ତୁ, ତା ଉପରେ 1/2 rice ଦିଅନ୍ତୁ, ତା ପରେ, ଭଜା ପିଆଜ, ଧନିଆ ପତ୍ର, ପୁଦିନା ପତ୍ର, କାଜୁ. କେଶର ପାଣି ଛିଂଚି ଦିଅନ୍ତୁ.

  10. 10. ଦ୍ଵିତୀୟ ପରସ୍ତ ରେ ସେମିତି ବାକି ଚିଚକେନ, ତା ଉପରେ ବାକି Rice, ତା ଉପରେ ଭଜା ପିଆଜ, ଧନିଆ ପତ୍ର, ପୁଦିନା ପତ୍ର, କାଜୁ, ଘିଅ 1 ଚାମଚ, କେଶର ପାଣି ଛିଂଚି ଦିଅନ୍ତୁ.

  11. ଶେଷରେ ହାଣ୍ଡିକୁ ଘୋଡେଇ, ଅଟେ ଚକଟା ଦେଇ ସିଲ କରି ଦିଅନ୍ତୁ ଓ ଅଳ୍ପ ଆଞ୍ଚ ରେ 10-15 ମିନିଟ ଗ୍ୟାସ ଉପରେ ରଖନ୍ତୁ.

  12. ତା ପରେ ଗ୍ୟାସ ଉପରେ ତାୱା ରଖି ହାଣ୍ଡି କୁ ତା ଉପରେ 20-25 ମିନିଟ ରଖନ୍ତୁ.

  13. ଗ୍ୟାସ କୁ ବନ୍ଦ କରି, କିଛି ସମୟ ପରେ ଖୋଲନ୍ତୁ.

  14. ବର୍ତମାନ ରାଇତା ସହିତ ଗରମ ଗରମ ବିରିୟାନୀ ପ୍ଲେଟ ରେ ବାଢନ୍ତୁ

ଯଦି ଆପଣ କିଛି ନୂଆ ରେସିପି ସେୟାର କରିବାକୁ ଚାହାନ୍ତି ଆମକୁ ଜଣାନ୍ତୁ. ଏହିଠାରେ ଆପଣଙ୍କ ରେସିପି ମଧ୍ୟ ସମସ୍ତେ ପାଇପାରିବେ

Open chat
1
How can I help you?